AGRO ADVISORY



* ମୃତ୍ତିକା ପରୀକ୍ଷା କରି ଫଳାଫଳ ଅନୁସାରେ ଅନୁମୋଦିତ ଖାଦ୍ୟସାର ପ୍ରୟୋଗ କରନ୍ତୁ।

* ରୋଗ ପୋକରୁ ରକ୍ଷା କରିବା ପାଇଁ କୀଟନାଶକରେ ଅଠା ମିଶାଇ ସକାଳେ କିମ୍ବା ସଂନ୍ଧ୍ୟା ସମୟରେ ସିଂଚନ କରନ୍ତୁ।

* ଚାଷ ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଦେୟମୁକ୍ତ Agrimedia app ବ୍ୟବହାର କରନ୍ତୁ।

* ଚାଷ କ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତି ନିଜ ନିଜ ମଧ୍ୟରେ ୪ ରୁ ୫ ଫୁଟ ଦୂରତା ରଖି ଚାଷ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ।

* ଚାଷୀ ଭାଇମାନେ ଚାଷ କାର୍ଯ୍ୟକୁ ଯିବା ପୂର୍ବରୁ ନିଜର ମୁହଁକୁ ମାସ୍କ କିମ୍ବା ପରିଷ୍କାର କପଡା ଦ୍ବାରା ଘୋଡାଇ ଯାଆନ୍ତୁ ଏବଂ କାମରୁ ଫେରିବା ପରେ ନିଜକୁ ଏବଂ ବ୍ୟବହୃତ ଲୁଗାପଟାକୁ ପରିଷ୍କାର କରି ଘରକୁ ପ୍ରବେଶ କରନ୍ତୁ।

* ଭେଣ୍ଡି ଫସଲରେ ଧଳାମାଛି ଏବଂ ଅନ୍ୟ ଶୋଷକ କୀଟମାନଙ୍କର ନିୟନ୍ତ୍ରଣ ନିମନ୍ତେ ହେକ୍ଟର ପ୍ରତି ୫୦ ଟି ହଳଦିଆ ଅଠାଳିଆ ଯନ୍ତା ଲଗାନ୍ତୁ। ଏହା ବ୍ୟତୀତ ଏସିଟାମିପ୍ରିଡ ଔଷଧକୁ ହେକ୍ଟର ପିଛା ୧୨୫ ଗ୍ରାମ ହିସାବରେ ଗଛ ଲଗାଇବାର ୩୦ ଦିନ ପରେ ସିଞ୍ଚନ କରନ୍ତୁ।

* ବର୍ଷା ପରବର୍ତ୍ତୀ ସମୟରେ ବାଇଗଣ, ଭେଣ୍ଡି ଓ ଲଙ୍କା ପ୍ରଭୃତି ପନିପରିବାରେ ମୂଳସଢା ରୋଗ ଦେଖାଦେବାର ସମ୍ଭାବନା ଅଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ୧ ଲିଟର ପାଣିରେ ୨ ଗ୍ରାମ ମେଟାଲାକ୍ସିଲ ସହ ମାଙ୍କୋଜେବ୍ ମିଶ୍ରିତ ଫିମ୍ପିନାଶକ ମିଶାଇ ମାଟି ଭିଜା କରନ୍ତୁ।

* ବର୍ଷା ଯୋଗୁଁ ଲଟା ଜାତୀୟ ପନିପରିବା ଫସଲରେ ଶୋଷକ କୀଟ ଲାଗି ଅଗ ଭୃର୍ଷୁଙ୍ଗା ହୋଇଯିବାର ଆଶଙ୍କା ରହିଛି। ଠିକ୍ ଭାବରେ ଫସଲ ନିରୀକ୍ଷଣ କରି ଏହାର ନିରାକରଣ ପାଇଁ ଏକର ପ୍ରତି ୪୦ ଗ୍ରାମ ଥାୟୋମେଥୋକ୍ଜାମ କିମ୍ବା ୫୦ ମି.ଲି. ଇମିଡାକ୍ଲୋପ୍ରିଡ୍ କିମ୍ବା ୫୦ ଗ୍ରାମ ଏସିଟାମିପ୍ରିଡକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କୀଟନାଶକର ଉପଯୋଗିତା ବଢାଇବା ପାଇଁ ପ୍ରତି ଲିଟର ପାଣି ସହିତ ୦.୫ ମି.ଲି. ଅଠା ମିଶାଇ ସିଞ୍ଚନ କରନ୍ତୁ।

* ବର୍ଷା ପରବର୍ତ୍ତୀ ସମୟରେ କଖାରୁ ଜାତୀୟ ଫସଲରେ ନିମ୍ନମୁଖୀ ପତ୍ରପୋଡା ରୋଗ ଦେଖାଦେଇପାରେ। ଏହି ରୋଗକୁ ନିୟନ୍ତ୍ରଣ କରିବାପାଇଁ ୧ ଲିଟର ପାଣିରେ ୨ ଗ୍ରାମ ମେଟାଲାକ୍ସିଲ ସହ ମାଙ୍କୋଜେବ୍ ମିଶ୍ରିତ ଔଷଧ କିମ୍ବା ୦.୬ ଗ୍ରାମ ଆଜୋସ୍କିଷ୍ଟ୍ରୋବିନ୍ ସହ ଟେବୁକୋନାଜୋଲ ମିଶ୍ରିତ ଫିମ୍ଫିନାଶକ ମିଶାଇ ୧୦ ଦିନ ଅନ୍ତରରେ ୨ ରୁ ୩ ଥର ଅଦଳ ବଦଳ କରି ସିଞ୍ଚନ କରନ୍ତୁ।

* ବର୍ଷାଶ୍ରୀତ ସ୍ୱଳ୍ପ ଖାଲୁଆ ସିଧା ଛଟାବୁଣା ଯାଇଥିବା ଜମିରେ ଯଦି କୌଣସି ଘାସମରା ଔଷଧ ପ୍ରୟୋଗ କରାଯାଇ ନାହିଁ ତେବେ ବୁଣା ଧାନରେ ବେଉଷଣ କରନ୍ତୁ। ଏହାପରେ ପିଲସାର ହିସାବରେ ଏକ ତୃତୀୟାଶଂ ଯବକ୍ଷାରଯାନ ସାର (୧୪ କି.ଗ୍ରା. ୟୁରିଆ ପ୍ରତି ଏକର) ପ୍ରୟୋଗ କରନ୍ତୁ।

* ଅଧିକ ଅମଳକ୍ଷମ କିସମରେ ୪ କି.ଗ୍ରା. ୟୁରିଆ, ୪୪ କି.ଗ୍ରା. ଡି.ଏ.ପି. ଏବଂ ୩୩ କି.ଗ୍ରା. ଏମ୍.ଓ.ପି. କିମ୍ବା ୨୨ କି.ଗ୍ରା. ୟୁରିଆ, ୧୨୫ କି.ଗ୍ରା ଏସ୍.ଏସ୍.ପି ଏବଂ ୩୩ କି.ଗ୍ରା. ଏମ୍.ଓ.ପି. ଶେଷ ଓଡ କାଦୁଅ କରିବା ସମୟରେ ମୂଳସାର ଭାବେ ପ୍ରୟୋଗ କରନ୍ତୁ। ବାଲିଆ ମାଟି ହୋଇଥିଲେ ୪ କି.ଗ୍ରା. ୟୁରିଆ, ୪୪ କି.ଗ୍ରା. ଡି.ଏ.ପି. ଏବଂ ୧୬.୫ କି.ଗ୍ରା. ଏମ୍.ଓ.ପି. କିମ୍ବା ୨୨ କି.ଗ୍ରା. ୟୁରିଆ, ୧୨୫ କି.ଗ୍ରା ଏସ୍.ଏସ୍.ପି ଏବଂ ୧୬.୫ କି.ଗ୍ରା. ଏମ୍.ଓ.ପି. ମୂଳସାର ଭାବେ ପ୍ରୟୋଗ କରନ୍ତୁ।

* ଗାଈମାନଙ୍କୁ ଅନ୍ତଃକୃମିରୁ ରକ୍ଷା କରିବା ନିମନ୍ତେ ସେମାନଙ୍କୁ ପରିଷ୍କାର ପିଇବା ପାଣି ଦିଅନ୍ତୁ ଏବଂ ପ୍ରତି ୬ ମାସରେ ପ୍ରାଣୀ ଚିକିତ୍ସକଙ୍କୁ ଦେଖାଇ ଝାଡା ପରୀକ୍ଷା କରାଇ କୃମିନାଶକ ଔଷଧ ଦିଅନ୍ତୁ।

* ସ୍ତନହରା ରୋଗ ଠାରୁ ଗାଈକୁ ରକ୍ଷା କରିବା ପାଇଁ ପହ୍ନାରୁ ସମ୍ପୂର୍ଣ୍ଣ ରୂପେ କ୍ଷୀର ଦୁହିଁବା ଜରୁରୀ ଅଟେ। କ୍ଷୀର ଦୁହିଁବା ସମୟରେ ଗାଈକୁ କିଛି ଦାନା କିମ୍ବା ଘାସ ଖାଇବାକୁ ଦେବା ଉଚିତ୍।

* ପ୍ରତିଦିନ ବାଛୁରୀକୁ ୨୦-୨୫ ଗ୍ରାମ ଓ ବଡ଼ ବାଛୁରୀକୁ ୫୦ ଗ୍ରାମ ଖଣିଜ ଲଵଣ ମିଶ୍ରଣ ଖାଦ୍ୟରେ ମିଶାଇ ଦେବା ଜରୁରୀ ଅଟେ. ଦୁଧିଆଳୀ ଗାଈକୁ ୧୦୦-୨୦୦ ଗ୍ରାମ ଦେଲେ ଭଲ

NEWS CORNER



Pledge taken by Staff members on occassion of Vigilance Awareness Week on 27.10.2020

World Food Day was celebrated on 16.10.2020 at KVK campus

Mahila Kisan Divas was celebrated on 15.10.2020 at village Sanakanjani

Posana Abhiyan Programme was conducted on 17.9.2020 at KVK campus

International Women's Day was celebrated on 8.3.2020 at KVK campus

Live telecast programme was organised on 28.01.2020 of Hon'ble Prime Minister's address on Global Potato Conclave

World Soil Day was organised on 5.12.2019 at Zilla Parishad Conference Hall in collaboration with State Agriculture Department graced by the Collector & District Magistrate, Angul

Women in Agriculture Day was celebrated on 4.12.2019 at Balipata (Chhendipada)

Agricultural Education Day was celebrated on 3.12.2019 at Barasingha

Constitution Day was celebrated on 26.11.2019

Scientific Advisory Committee Meeting was held on 2.11.2019; graced by Collector and District Magistrate

WEATHER FORECAST

 

Weather, 27 August
Angul Weather booked.net
+28

High: +28 Low: +25

Humidity: 78%

Wind: WSW - 19 KPH

KVK Portal

M Kisan

Skill India

Soil Portal

RELATED LINKS

 OUAT

 ICAR

 ICAR-ATARI, Kolkata

 KVKs of India

Dept. of Agriculture, Odisha

Agricultural Marketing

 IMD

Agricultural Meteorology

Dr. S. K. Roy

Director, Zone- V

ICAR-ATARI, Kolkata  

Prof. Lalita Mohan Garnayak

Daen, Extension Education

OUAT, Bhubaneswar

Dr. Pawan Kumar Agrawal

Hon'ble Vice Chancellor

OUAT, Bhubaneswar

Senior Scientist & Head

Krishi Vigyan Kendra, Angul has opened tremendous opportunities for income and employment generation at the district level. This farmer centric extension machinery facilitates development of farming community through capacity building, frontline demonstrations, on farm research trials, vocational programmes, extension activities for massive dissemination and percolation of technological interventions. Need based measures to promote diversification, value addition, processing and innovative marketing are also being initiated. Keeping in view the significance of holistic approach, KVK also works in a convergence model with line department officials and other development agencies. KVK is always busy in setting research and extension agenda to carry forward the technologies to the people and empower for their better living.

 

 

Disclaimer: This is the Official Web Portal of Krishi Vigyan Kendra, Angul and Krishi Vigyan Kendra, Angul is the owner of this portal.

This website contains link to other websites at several places for readers' convenience and KVK, Angul is not responsible for the contents and reliability of the linked websites. They are not provided to be assumed as an endorsement of any kind. We can't guarantee that these links will work all the time and we have no control over availability of linked pages.

The portal is developed and maintained by Programme Assistant (Computer), Krishi Vigyan Kendra, Angul

Visitors' Hit Counters Free Hit Counter                                                                                                                                                Last updated: 27-10-2020 12:53:40